APARAJITA ଅପରାଜିତା -Full EP -275 - Mega Serial - Raj Rajesh, Subhashree,KK,Priya - Sidharrth TV
1,405,095
Published 2022-12-28
youtube.com/channel/UCbBWncD3X_dfXwxmj4KwJnA/join
ସିଦ୍ଧାର୍ଥ TV ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ ..
Sidharrth TV : Dish-1311,Tata Play-1757,Airtel-600
Sun Direct -657,D2H-1311
Sidharth Bhakti : Dish TV-1395, Airtel-616,Sun-491
Sidharth Gold : Dish TV -1333, Airtel-602,Sun-658
Jay Jagannath : Dish-1397,Videocon D2H-1397
SUBSCRIBE us for Mega Serial, Reality Shows every day:
YouTube : youtube.com/c/SidharthTV
Instagram : www.instagram.com/sidharthtvofficial/
Facebook : www.facebook.com/SidharthTVofficial/
Twitter : twitter.com/sidharth_tv
Subscribe our other Television Channels :
Sidharth Bhakti : bit.ly/3ybqxAJ
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath
All Comments (21)
-
Kie kie chahuncha Digvijaya au aprajita bahaghara hau like karo👍🤗❤️
-
ସୋହିନୀ ର ବାହାଘର ମିଛ ବୋଲି କରାଯାଉ ଆଉ ଅପରାଜିତା ଆଉ digbijaya କୁ ଏକାଠି କରାଯାଉ
-
ସବୁ ସିରିଏଲ ରେ 2 ଟା ସ୍ତ୍ରୀ ସମାଜ କଣ ଶିଖିଵ ଏ ସିରିଏଲ ରୁ
-
ଜିଏ ଜିଏ ଅପରାଜିତା nku like kara comment re like kara 😍😍
-
ଏଠି ଠିଆ ହୋଇ ଆଳି ର ପାଲା ଦେଖୁଛନ୍ତି ଭଗଵାନ
-
ସିରିଏଲ ଜମା ଭଲ ଲାଗୁନି ଆଉ
-
Finally ଏତେ ଭଲ rating ନେଲା ପରେ,,last ku ସେଇ ଓଡ଼ିଆ serial okat କୁ ଆସିଗଲା,,, ବେକାର serial କରିଦେଲେ 😡
-
ଏ ବିଷ୍ଣୁ ବାଗବାନ୍ ସୋଇନିକୁ କିଛି ଗଟେ ଦଣ୍ଡ ଦେ ଆଉ ଅପରାଜିତା କୁ ଦିଗବିଜୟ ବାହା ହୁଅନ୍ତୁ 😰😰😥😥😥😥😥😥😪
-
ଏ ସିରିଏଲ୍ ଆଗ ଭଳି ମଜା ଲାଗୁନି😭😭😭
-
Ajika episode bhala lagilani bhagaban kn kichhi kariparileni😭😭
-
ଭଲ ଲାଗୁନି
-
ତିନି ଜଣ ଭଗବାନ୍ କେହି କିଛି କରିପାରିଲେନି, ମାୟା କରି ସୋହିନୀ ଜାଗା ରେ ଅପରାଜିତା କୁ ରଖି ଥିଲେ ଭଲ ଲାଗିଥାନ୍ତା ।
-
ଛି କଣ ହଉଚି ଏ ଭଲ ଲାଗୁନି
-
ସୋହିନୀ ଗୋଟେ କିନ୍ନର ଭଳିଆ ଦେଖା ଯାଉଛି 😄
-
ମୋର ସବୁଠୁ faborate ସିରିଏଲ ଥିଲା କିନ୍ତୁ ଆଉ ଏବେ ଭଲ ଲାଗିବନି ମୁ ଆଜିଠୁ ଆଉ ଏ serial ଦେଖିବିନି
-
ଜମା ବି ଭଲ ହେଲା ନାହିଁ
-
ଭଗବାନ କଣ ସବୁ ଜାଣିକି ବି ଏ ବାହାଘର ଅଟକେଇ ପାରିଲେ ନାହିଁ 😔ଆଉ ସିରିଏଲ ଦେଖିବାକୁ ଭଲ ଲାଗିବନି 😔
-
Sindura pindhei na thile bhala heithanta....
-
ଭଗବାନ୍ ବିଷ୍ଣୁ ଆଉ ଅନ୍ୟ ଭଗବାନ୍ ମାନେ ବୁଧେ ଲଡୁ ଖାଇବାକୁ ଆସିଥିଲେ
-
Mangula kanya type ra plz koroni